ଭୁବନେଶ୍ୱର: କର୍ତ୍ତବ୍ୟରେ ଅବହେଳା, ବିଶୃଙ୍ଖଳିତ ଆଚରଣ ପାଇଁ ମୟୂରଭଞ୍ଜ ଚିତ୍ରଡ଼ା ଫାୟାର ଷ୍ଟେସନର ଦୁଇ କର୍ମଚାରୀ, ଦଶପଲ୍ଲାର ଦୁଇ ଜଣ ଏବଂ ବାଲିଆପାଳର ଦୁଇ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି