ଭୁବନେଶ୍ୱର: ଜୟଦେବ ବିହାର ନିକଟ ଏକ ଆପାର୍ଟମେଣ୍ଟ ଛାତରୁ ଖସି ମହିଳାଙ୍କ ମୃତ୍ୟୁ, ମୃତ ମହିଳାଙ୍କ ଘରୁ ଏକ ଚିଠି ମିଳିଥିବା କହିଲେ ଡିସିପି, ପାରିବାରିକ କଳହ କାରଣରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି