ଇଣ୍ଡିଆ ଟୁଡେ ସର୍ଭେରେ ପୁଣି ନବୀନ ସରକାର ପ୍ରସଙ୍ଗ: ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କଲେ ବରିଷ୍ଠ ନେତା ଦାମୋଦର ରାଉତ, କହିଲେ- ୨୦ ବର୍ଷ ହେଲା ଓଡ଼ିଆ କହି ଆସୁନି, ୧ ନମ୍ବର କେମିତି ହେଲେ, କାକିନାଡ଼ାରୁ ଆସି ୪ ମାସ ପରେ ରିକ୍ସାବାଲା ଖଣ୍ଡି ଓଡ଼ିଆ କହୁଛି, ବିଜୁ ବାବୁଙ୍କ ପୁଅ ହୋଇ ନବୀନ ଓଡ଼ିଆ କହିପାରୁନାହାନ୍ତି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।