ବ୍ରହ୍ମପୁର: ଲୋମଶ ଶିଶୁ କାହ୍ନାର ଅପରେସନ୍ ଆରମ୍ଭ; କାହ୍ନାକୁ ଓଟିକୁ ନିଆଗଲା, ଅଢ଼େଇ ଘଣ୍ଟା ଅପରେସନ୍ ହେବ, ୧୨ ଜଣିଆ ଟିମ୍ ଗଠିତ, ଭଞ୍ଜନଗର ଜଗନ୍ନାଥପ୍ରସାଦର ୬ ବର୍ଷର ଶିଶୁପୁତ୍ର ହେଉଛି କାହ୍ନା