ବ୍ରହ୍ମପୁର: ଶେରଗଡ଼ ଥାନା କାଳିଆଘାଇ ଗାଁରେ ପାଣି ଭାବି ପେଟ୍ରୋଲ ପିଇ ଦେଲା ୫ ବର୍ଷର ଶିଶୁପୁତ୍ର, କାଲି ଘରେ ଖେଳୁଥିବା ବେଳେ ଭୁଲ୍‌ରେ ପେଟ୍ରୋଲ ପିଇ ଦେଇଥିଲା, ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଶିଶୁ ମୃତ