୩ ଦିନର ଲଗାଣ ବର୍ଷାରେ ବେହାଲ ବ୍ରହ୍ମପୁର ସହରତଳି ଅଞ୍ଚଳ: ବ୍ରଜନଗର, ଗୋବିନ୍ଦ ବିହାର, ଶ୍ରୀମାନଗର, ରାମକୃଷ୍ଣନଗର ଅଞ୍ଚଳ ଜଳାର୍ଣ୍ଣବ; ଶକ୍ତିନଗର ଆଖପାଖ ଅଞ୍ଚଳରେ ଆଣ୍ଠୁଏ ପାଣି