ଭଦ୍ରକରେ ଘରେ ପଶି ଝିଅକୁ ଦୁଷ୍କର୍ମ ଓ ମାଙ୍କୁ ହତ୍ୟା ମାମଲା: ୨୪ ଘଣ୍ଟା ପରେ ମିଳିଲା ନିଖୋଜ ବାପାର ମୃତଦେହ, ଧାମନଗର କାଳତିରା କେନାଲ ନିକଟରେ ଭାସୁଛି ମୃତଦେହ, ପ୍ରଥମେ ବାପାକୁ କେନାଲ ନିକଟରେ ମଦ ପିଆଇ ହତ୍ୟା କରିଥିଲା ସୈତାନ ଧରମ ପୁଅ