ଚାନ୍ଦବାଲି: ଗୌଡୁଣୀପୋଖରୀ ଗାଁରେ ୩୦ରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ, ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଭଦ୍ରକ ଓ ୪ ଜଣଙ୍କୁ SCB ସ୍ଥାନାନ୍ତର; ଗାଁରେ ସ୍ଥିତି ଦେଖିଲେ ଜନ ସ୍ୱାସ୍ଥ୍ୟ ଅଧିକାରୀ