ଭଦ୍ରକ: ବନ୍ତ ପଳଶା ଛକରେ ଅଧାପୋଡ଼ା ପିକ୍ ଅପ୍ ଭ୍ୟାନ୍ ଉଦ୍ଧାର; ଏଥିସହ ରାସ୍ତା ପାଖ ଗଛରେ ବନ୍ଧା ହୋଇଥିବା ୮ ଗୋରୁ ଉଦ୍ଧାର, ଗୋରୁ ଚାଲାଣକୁ ନେଇ ଦୁର୍ବୃତ୍ତ ନିଆଁ ଲଗାଇଥିବା ସନ୍ଦେହ