ଭଦ୍ରକ: ପୋଖରୀରେ ଗାଧୋଇବା ବେଳେ ବୁଡ଼ି ଯାଇ ଦୁଇ ନାବାଳକ ମୃତ, ତିହିଡ଼ି ବ୍ଲକ୍‌ର ଅଚକ ପଞ୍ଚାୟତ ସାଆନ୍ତରାପୁର ଗାଁରେ ଏହି ଅଘଟଣ ଘଟିଛି