ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଭାରତ ବନ୍ଦ ଡାକରା: କଟକ ଷ୍ଟେସନରେ ହାଓ୍ୱଡ଼ା-ଚେନ୍ନାଇ ସୁପରଫାଷ୍ଟ୍‌ ଅଟକିଛି, ବଲାଙ୍ଗିର ଷ୍ଟେସନରେ ଅଟକି ରହିଛି ଇସ୍ପାତ ଏକ୍ସପ୍ରେସ୍, ଭଦ୍ରକରେ ମଧ୍ୟ ଏକ ଟ୍ରେନ୍‌କୁ ଅଟକାଇଲେ କଂଗ୍ରେସ କର୍ମୀ