ଧର୍ମଗଡ଼: ଭବାନୀପାଟଣା ଜେଲ୍‌ରୁ କଏଦୀ ଚମ୍ପଟ; ଜେଲ୍ ପରିସର ବଗିଚାରେ କାମ କରୁଥିବା ବେଳେ ଚମ୍ପଟ ମାରିଲେ, ନାରୀ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ରେ ଥିଲେ