ଭବାନୀପାଟଣା ବ୍ଲକ୍ ମାଦିଗୁଡ଼ା ଗାଁର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ: କାଲି ବିଷ ପିଇଥିଲେ, ଆଜି ଟିଟଲାଗଡ଼ ଡାକ୍ତରଖାନାରେ ମୃତ୍ୟୁ ଘଟିଛି; ୪ ଏକର ଜମିରେ କପା ଚାଷ ପାଇଁ ୪ ଲକ୍ଷ ଋଣ କରିଥିଲେ