ଭୁବନେଶ୍ୱର: ୩୦ରୁ ଊର୍ଦ୍ଧ୍ୱ କଳିଙ୍ଗ ସେନା କର୍ମୀଙ୍କୁ ବରମୁଣ୍ଡା ସ୍ଥିତ କଳିଙ୍ଗ ସେନା ଅଫିସ ସାମ୍ନାରୁ ଗିରଫ କଲା ପୋଲିସ, ଭାଲେଣ୍ଟାଇନ ଡେ’କୁ ବିରୋଧ କରି ପିକେଟିଂ ଚେତାବନୀ ଦେଇଥିଲେ, ପିକେଟିଂ ପୂର୍ବରୁ କର୍ମୀ ମାନଙ୍କୁ ଗିରଫ କଲା ପୋଲିସ

Ganguly

Rakesh Mallick
  • Published: Wednesday, 14 February 2018
  • , Updated: 14 February 2018, 11:37 AM IST

Related story