ଭୁବନେଶ୍ୱର: ବିଜେପି କାର୍ଯ୍ୟାଳୟରେ କବାଟ କିଳା ବୈଠକ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଦେଇଥିବା ଟାସ୍କ ଉପରେ ଆଲୋଚନା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ପ୍ରଭାରୀ ଅରୁଣ ସିଂହ, ବିଧାୟକ ଦଳ ନେତା କେ.ଭି. ସିଂହଦେଓ ଉପସ୍ଥିତ