ବରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ରାତ୍ର ରହଣୀ ନେଇ ପ୍ରଦୀପ ମହାରଥୀ କହିଲେ- ଦୂର ରାସ୍ତା, କାହିଁକି ରାଜକୋଷରୁ ଅଧିକ ଖର୍ଚ୍ଚ କରିବେ, ସେଥିପାଇଁ ବିଜେପୁରରେ ମୁଖ୍ୟମନ୍ତ୍ରୀ ରାତିରେ ରହିବେ