ଅପରାଧୀ-ରାଜନୀତି ସଂପର୍କର ନୂଆ ଫର୍ଦ୍ଦ ଖୋଲିଲେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ: କଟକର ଜଣେ ବରିଷ୍ଠ ନେତାଙ୍କୁ ଇଙ୍ଗିତ କରି କହିଲେ- ଧଳସାମନ୍ତଙ୍କ ସହ କାହାର ସଂପର୍କ ଅଛି ଆପଣ କଣ ଜାଣିନାହାନ୍ତି, କଟକରେ ଚାଲି ଚାଲି ଯାଆନ୍ତୁ, ଲୋକେ କାହା କଥା କହୁଛନ୍ତି ଜାଣିବେ