ଚାରା ଘୋଟାଲା ନେଇ ତଥାକଥିତ ଗଡ଼ଫାଦରଙ୍କ କଥା ଉଠାଇଲେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ, କହିଲେ- ଗଡଫାଦରଙ୍କୁ ସମସ୍ତେ ଜାଣନ୍ତି, ଗଣମାଧ୍ୟମ ଖୋଜି ବାହାର କରୁ, ଘୋଟାଲାରେ ସଂପୃକ୍ତ ଅଫିସରଙ୍କୁ ନିଲମ୍ବନ କରି ମୋର ମନ୍ତ୍ରୀପଦ ଗଲା