ବିଜେଡି ଏବେ ଜଣେ ଅଫିସର ଓ ଦେବାଶିଷ ସାମନ୍ତରାୟ, ଅରୁଣ ସାହୁ, ପ୍ରଣବ ଦାସଙ୍କ ଦ୍ୱାରା ଚାଲିଛି, ମୁଁ ସେ ଦଳରେ ଆଉ ନାହିଁ, ମୋ ଅଜାଣତରେ ମୋତେ ମନ୍ତ୍ରୀ ପଦରୁ କାଢ଼ି ଦେଲେ, ଦଳୀୟ ଉପସଭାପତି, ପର୍ଯ୍ୟବେକ୍ଷକ ପଦରୁ ବି  ବାହାର କଲେ, ମୋ ପାଖରେ ଆଉ କଣ ଅଛି କି ମୋତେ ବାହାର କରିବେ: ଦାମୋଦର ରାଉତ