ମୁଖ୍ୟମନ୍ତ୍ରୀଙ୍କୁ କ୍ଲିନଚିଟ୍ ଦେଇ ବିରୋଧୀଙ୍କୁ ଟାର୍ଗେଟ କଲେ ବରିଷ୍ଠ ନେତା ଦାମୋଦର ରାଉତ, କହିଲେ- ଦୁର୍ନୀତିର ପର୍ଦ୍ଦାଫାସ ବିରୋଧୀଙ୍କ କାମ, ସେ କରୁ ନାହାନ୍ତି, ମୁଁ ସରକାର କି ଦଳ ନାଁରେ କହିନି, ଦୁର୍ନୀତି ଉପରେ କହିଛି, ଅଫିସର୍‌ ଠିକ୍‌ରେ କାମ କରୁନାହାନ୍ତି, ହେରାଫେରି କରୁଛନ୍ତି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।