ନବୀନଙ୍କ ବିରୋଧରେ କିଛି କହି ନଥିବା ସଫେଇ ଦେଲେ ଦାମୋଦର ରାଉତ, କହିଲେ- ନବୀନ ବାବୁ ବହୁତ ଭଲ ଲୋକ; ଲେଖକ ଏବଂ ଚିତ୍ରକର, ନବୀନ ସ୍ୱଚ୍ଛ, ତାଙ୍କ ଅଧସ୍ତନ ସବୁ ହେରାଫେରି କରୁଛନ୍ତି, ନବୀନଙ୍କ ବିରୋଧରେ ମୁଁ ଶବ୍ଦଟିଏ କହିନି କି ଦୋଷ ଦେଇନି