ଦାମୋଦର ରାଉତଙ୍କ ବହିଷ୍କାରକୁ ସ୍ୱାଗତ ଜଣାଇଲେ ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ: କହିଲେ- ବହିଷ୍କାର ପରେ ସାରା ଜଗତସିଂହପୁରରେ ଆନନ୍ଦର ଲହରୀ ଖେଳିଯାଇଛି, ଦାମବାବୁ ବହୁ ଆଗରୁ ଦଳରୁ ବହିଷ୍କାର ହେବା କଥା