ଝାରସୁଗୁଡ଼ାରୁ ଫେରିବା ପରେ ପ୍ରଧାନମନ୍ତ୍ରୀଙ୍କ ପିସି ଆରୋପ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ- ସେ ତାଙ୍କ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଏପରି କହିଥିବେ, ଉଜ୍ଜ୍ୱଳା ଓ ସ୍କିଲ୍‌ ଇଣ୍ଡିଆ ସ୍କାମ୍‌ କଥା ସେ ମନେ ପକାଇବା ଦରକାର