ଓଡ଼ିଶାରେ ଖାଦ୍ୟ ସୁରକ୍ଷା ପ୍ରସଙ୍ଗରେ ପ୍ରଶ୍ନ କଲେ ବିଜେପି ନେତା ସମୀର ମହାନ୍ତି। କହିଲେ- ବିଜେଡି ଯଦି ବିକାଶ କଥା କହୁଛି, ତେବେ ଏତେ ଗରିବ ଆସିଲେ କେଉଁଠୁ? କେନ୍ଦ୍ର-ଇନ୍ଦ୍ର-ଧର୍ମେନ୍ଦ୍ରଙ୍କୁ ସବୁବେଳେ ଦାୟୀ କରୁଛି ବିଜେଡି।