ତୈଳଦର ବୃଦ୍ଧି ପାଇଁ ଆମେରିକାର ଆଇସୋଲେଟେଡ୍ ପଲିସିକୁ ଦାୟୀ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; କହିଲେ- ଆଇସୋଲେଟେଡ୍ ପଲିସି ଯୋଗୁ ଡଲାର ତୁଳନାରେ ଟଙ୍କା ମୂଲ୍ୟ କମୁଛି, ଟଙ୍କା ମୂଲ୍ୟ ହ୍ରାସର ପ୍ରଭାବ ତେଲ ଦର ଉପରେ ପଡୁଛି