ତୈଳଦର ବୃଦ୍ଧି ଦୁଃଖଦାୟକ ଓ ନିନ୍ଦନୀୟ ତୈଳଦର ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ଅଧୀନ, ତେଣୁ ବିଧାନସଭାରେ ଆଲୋଚନାର ସୁଯୋଗ ନାହିଁ,ଏଥିପାଇଁ ପ୍ରଶ୍ନକାଳରେ ଦୃଷ୍ଟି ଆକର୍ଷଣ କଲୁ- ବିଜେଡି ବିଧାୟକ ସମୀର ଦାଶ