ଭୁବନେଶ୍ୱରରୁ ତାଳଚେର ଅଭିମୁଖେ ପ୍ରଧାନମନ୍ତ୍ରୀ ମୋଦି: ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଯାତ୍ରା କଲେ, ତାଳଚେରରେ ସାର କାରଖାନାର ଶିଳାନ୍ୟାସ କରିବେ, ତା’ପରେ ଝାରସୁଗୁଡ଼ା ଗସ୍ତ କରିବେ