ଓଡ଼ିଶା ଆସିବା ପୂର୍ବରୁ ଓଡ଼ିଆରେ ଟ୍ୱିଟ୍‌ କଲେ ଅମିତ ଶାହା: ଆୟୁଷ୍ମାନ ଭାରତ ଯୋଜନା ନେଇ କଡ଼ା ସମାଲୋଚନା କଲେ, ଲେଖିଲେ- ଯୋଜନାରୁ ଓଡ଼ିଶାବାସୀଙ୍କୁ ବଞ୍ଚିତ ରଖିବା ଦୁଃଖ ଦାୟକ, ଓଡ଼ିଶା ମୁଖ୍ୟମନ୍ତ୍ରୀ ରାଜନୈତିକ ସ୍ୱାର୍ଥ ରଖି ଏପରି କରିବା ନିନ୍ଦନୀୟ