ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କନ୍ଧମାଳ ଜିଲ୍ଲା ବନ୍ଦ ଡାକରା: ବିଭିନ୍ନ ସ୍ଥାନରେ ବିଜେପି କର୍ମୀଙ୍କ ପିକେଟିଂ, ରାସ୍ତା ଅବରୋଧ, ଦୋକାନ ବଜାର ସହ ବିଭିନ୍ନ ସ୍ଥାନକୁ ଗାଡ଼ି ଚଳାଚଳ ବନ୍ଦ