ଚିଲିକାରେ ସିପ୍ଲେନ୍‌ ଅବତରଣ ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟ୍‌: କହିଲେ- ୧୫ ତାରିଖ ଅପରାହ୍ନ ସାଢ଼େ ଗୋଟାଏରେ ଚିଲିକାରେ ସିପ୍ଲେନ୍‌ ଅବତରଣ କରିଥିଲା, ମୁଁ ସେହି ଶନିବାର ଅଲଗା ସମୟରେ ହେଲିକପ୍ଟର ଉଡ଼ାଣ କରିଥିଲି, ସବୁକିଛି ATC ରେକର୍ଡରେ ଉଲ୍ଲେଖ ରହିଛି, ମୋତେ ବିବାଦକୁ ଟାଣିବାକୁ ସରକାରୀ କଳ ଚେଷ୍ଟା କରୁଛି