ଚିତ୍ରକୋଣ୍ଡା: ଗୁରୁପ୍ରିୟା ସେତୁ ଉଦ୍ଘାଟନକୁ ବିରୋଧ କରି ନୂଆଗୁଡ଼ା RSC କଲୋନୀରେ ମାଓପୋଷ୍ଟର, CPI ମାଓବାଦୀ ମାଲକାନଗିରି-କୋରାପୁଟ-ବିଶାଖା ପକ୍ଷରୁ ଲଗାଯାଇଛି ଏହି ପୋଷ୍ଟର, ପୋଲାଭରମ୍ ପ୍ରକଳ୍ପକୁ ବିରୋଧ, ଆସନ୍ତା ୨୦ ତାରିଖରେ ମାଲକାନଗିରି ବନ୍ଦ ପାଇଁ ଧମକ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।