ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓ କଂଗ୍ରେସ ସହ ସଂପର୍କ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ- ‘ମୋଦିଙ୍କ ଗସ୍ତ ରାଜ୍ୟ ବିଜେପିକୁ ଶକ୍ତିଶାଳୀ କରିବ ସେ କଥା ମୁଁ ଭାବୁ ନାହିଁ, କଂଗ୍ରେସ ସହ ଆମର କୌଣସି ଭିତିରି ସମ୍ପର୍କ ନାହିଁ, ବିଜେଡି ଉଭୟ ଦଳଠାରୁ ସମଦୂରତ୍ୱରେ ଅଛି’

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।