ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ ପ୍ରସଙ୍ଗ: ପୁଲିସ୍‌ ଡିଜି ଇନ୍‌ଚାର୍ଜ ସନ୍ତୋଷ ଉପାଧ୍ୟାୟ କହିଲେ, ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନିଆଯାଇଛି, ଛତିଶଗଡ଼ ପୁଲିସ୍‌ ସହ ଯୋଗାଯୋଗରେ ଅଛୁ, ଦୁଇ ରାଜ୍ୟ ମିଳିତ ଭାବେ ଘଟଣାର ଯାଞ୍ଚ କରୁଛନ୍ତି, ସଂପୃକ୍ତ କଏଦୀର ମାନସିକ ସ୍ଥିତିର ମଧ୍ୟ ଯାଞ୍ଚ କରାଯିବ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।