କାଲି ଭାରତ ବନ୍ଦ ଡାକରା ଦୃଷ୍ଟିରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ- କାଲି କଂଗ୍ରେସ ବିଧାୟକ ବିଧାନସଭାକୁ ଯିବେ ନାହିଁ, ସରକାରଙ୍କୁ ନିବେଦନ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବି କରନ୍ତୁ