କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ୍ ଗିରଫ ଘଟଣା: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ- ପୁଲିସ୍ ଆକ୍ରୋଶମୂଳକ ଭାବେ ମୋକିମଙ୍କୁ ଗିରଫ କରିଛି, କନଷ୍ଟେବଲ୍ ଦୋଷ କଲେ କଣ ଏସ୍‌ପି ବନ୍ଧା ହେବେ କି?