ଦାମୋଦର ରାଉତ ସମବାୟ ଓ କୃଷି ବିଭାଗରେ ଦୁର୍ନୀତି କଥା ମାନୁଛନ୍ତି, ମୁଖ୍ୟମନ୍ତ୍ରୀ ଅଭିଯୋଗକୁ ହାସ୍ୟାସ୍ପଦ କହିବା ଅର୍ଥ ନିଜେ ସାମିଲ ହେବା: ନିରଞ୍ଜନ ପଟ୍ଟନାୟକ