ଅଭିଜିତଙ୍କ ବିବାଦୀୟ ମନ୍ତବ୍ୟ ନେଇ ନରସିଂହ ମିଶ୍ର କହିଲେ- ଅଭିଜିତଙ୍କ ମନ୍ତବ୍ୟ ଓଡ଼ିଆ ଜାତି ଓ ଭାଷାକୁ ଅପମାନିତ କରିଛି, ତାଙ୍କୁ ସମନ୍ସ ଜାରି କରି ଓଡ଼ିଶା ଅଣାଯାଉ, ଦଣ୍ଡବିଧାନ ନେଇ ଗୃହ ନିଷ୍ପତ୍ତି ନେଉ