ଆସନ୍ତା ଅକ୍ଟୋବରରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି: ନଭେମ୍ବରରେ ବି ଆଉ ଥରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି, ରାହୁଲଙ୍କ ଗସ୍ତ ନେଇ ପିସିସି ସଭାପତି ନିରଞ୍ଜନଙ୍କ ସୂଚନା, କେବେ ଆସିବେ ତାରିଖ ସ୍ପଷ୍ଟ କରିନାହାନ୍ତି ନିରଞ୍ଜନ