କଟକ ପୁରୀଘାଟ ଥାନାରେ କଂଗ୍ରେସର ଭଙ୍ଗାରୁଜା ଘଟଣା: କଂଗ୍ରେସ ନେତାଙ୍କ ଘରେ ପୁଲିସ୍‌ର ରାତି ଅଧିଆ ରେଡ୍, ୩ କର୍ପୋରେଟରଙ୍କ ସହ କିଛି କର୍ମୀଙ୍କୁ ଟେକିନେଲା ପୁଲିସ୍