କଟକରେ ସମୀର ଦେଙ୍କୁ ବୈଜୟନ୍ତ ପଣ୍ଡା ଭେଟିବା ଘଟଣା: ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ କହିଲେ- କାହା ଘରକୁ କିଏ ଗଲା, ତାହା ବ୍ୟକ୍ତିଗତ କଥା; କଟକ ହେଉଛି ବିଜୁ ଜନତା ଦଳର ଗଡ଼, ବୈଜୟନ୍ତ ଛିଡ଼ା ହେଲେ କିଛି ପ୍ରଭାବ ପଡ଼ିବ ନାହିଁ