କଟକ: ଜଗତପୁର ଟ୍ରକ୍ ଟର୍ମିନାଲ୍ ନିକଟ ନକଲି ତେଲ କାରଖାନା ଉପରେ ପୋଲିସର ଚଢ଼ାଉ; ୧୦୦ ଟିଣ ନକଲି ସୋରିଷ ଓ ରିଫାଇନ୍ ତେଲ ଜବତ; ମାଲିକ ଅନାଦି ଚରଣ ବେହେରା ଅଟକ