କଟକ: ସହରର ବିଭିନ୍ନ ମାଛ ବଜାର ଓ ମାଛ ଗୋଦାମରେ CMC ଫୁଡ୍ ଇନ୍ସପେକ୍ଟରଙ୍କ ରେଡ୍; ମାଛରେ ଫର୍ମାଲିନ୍ ଥିବା ସନ୍ଦେହରେ ରାତିରେ ଆନ୍ଧ୍ରରୁ ଗୋଦାମକୁ ଆସୁଥିବା ମାଛ ଗାଡ଼ିରେ ରେଡ୍, ନମୂନା ସଂଗ୍ରହ