ଫର୍ମାଲିନ୍ ଆତଙ୍କ: କଟକ ପ୍ରେସ୍ ଛକରେ ଥିବା ମାଛ ଗୋଦାମରେ ସିଏମ୍‌ସିର ଚଢ଼ାଉ, ଗତକାଲି ସଂଗୃହୀତ ୮ଟି ନମୂନା ପରୀକ୍ଷାରୁ ନେଗେଟିଭ୍ ବାହାରିଥିଲା, ମାଛରେ କ୍ଷତିକାରକ ଫର୍ମାଲିନ୍ ଅଛି ନା ନାହିଁ ଯାଞ୍ଚ ଚାଲିଛି