କଟକ: ମୁଣ୍ଡଳି ଠାରେ ବୃଦ୍ଧି ପାଉଛି ମହାନଦୀର ଜଳସ୍ତର; ଦିନ ୧୦ଟା ସୁଦ୍ଧା ସେକେଣ୍ଡକୁ ୭ ଲକ୍ଷ ୧୧ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି, ମୁଣ୍ଡଳିରେ ବିପଦ ସଂକେତ ୯୭.୨୫ ଫୁଟ୍ ରହିଛି, ଜଳସ୍ତର ୯୦.୧ ଫୁଟ୍ ରହିଛି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।