କଟକ: ମୁଣ୍ଡଳିରେ ମହାନଦୀରୁ ୪ ଲକ୍ଷ ୯୮ ହଜାର ୩୪୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି, ଉପର ମୁଣ୍ଡରେ ଜଳସ୍ତର ୮୭.୬୦ ଫୁଟ୍ ରହିଛି, ତଳ ମୁଣ୍ଡରେ ୮୫.୨୦ ଫୁଟ୍ ରହିଛି