ସାଲେପୁର: ଚିକିତ୍ସା ଅବହେଳାରୁ ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ; କ୍ଷତିପୂରଣ ଦାବିରେ ଶବ ରଖି କାଲିଠାରୁ ମାହାଙ୍ଗା ଓସ୍ତମୂଳ ଛକରେ ପରିବାର ଓ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ, କଟକ-କୂଆଁପାଳ ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ