କଟକ: ପୁଲିସ ମାଡ଼ ଘଟଣାରେ ଓକିଲଙ୍କ ଆନ୍ଦୋଳନ ତେଜିଲା, ପିକେଟିଂ କରି ସରକାରୀ କାର୍ଯ୍ୟାଳୟକୁ କର୍ମଚାରୀଙ୍କୁ ଯିବାକୁ ଦେଉ ନାହାନ୍ତି ଓକିଲ, ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାମ ସମ୍ପୂର୍ଣ୍ଣ ଠପ୍