କଟକ: ଓକିଲଙ୍କୁ ପୁଲିସ୍‌ର ଆକ୍ରମଣ ଅଭିଯୋଗ ମାମଲା, ଦୁଇ ଅଭିଯୁକ୍ତଙ୍କ ଗିରଫଦାରୀ ସତ୍ତ୍ୱେ ଆଜି ବି ଆନ୍ଦୋଳନ ଜାରି, ଅନ୍ୟ ଅଭିଯୁକ୍ତ ପୁଲିସ୍‌ କର୍ମଚାରୀଙ୍କୁ ଗିରଫ ଦାବିରେ ଆନ୍ଦୋଳନ