କଟକ: ନିଉ ହଷ୍ଟେଲ୍‌ ଛାତରୁ ଖସି ରେଭେନ୍ସା ଛାତ୍ରଙ୍କ ମୃତ୍ୟୁ, ମୃତକ ବଲାଙ୍ଗିରର କୁଶଧର ବାଗ୍, ସେ ରାଜନୀତି ବିଜ୍ଞାନର ପିଏଚ୍‌ଡିର ଛାତ୍ର, କାରଣ ଅସ୍ପଷ୍ଟ