କଟକରେ ଆୟୋଜିତ ଜୁଡିସିଆଲ୍ ଏକାଡେମୀ ଜାତୀୟ କର୍ମଶାଳାରେ ଯୋଗ ଦେଇ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର କହିଲେ- ସମସ୍ତ କୋର୍ଟରେ କୋର୍ଟ ମ୍ୟାନେଜର ନିଯୁକ୍ତ ହେଲେ ଶୁଣାଣି ଶୀଘ୍ର ହେବ